ଲକ୍ଷ୍ମୀସାଗରରେ ନକଲି ତେଲ କାରଖାନା, ୨ ହଜାର ଲିଟର ତେଲ ଓ ଘିଅ ଜବତ

ଭୁବନେଶ୍ୱର: ଦୋକାନରୁ ଯେଉଁ ଘିଅ ଓ ତେଲ କିଣୁଛନ୍ତି, ତାହା ଅସଲି ତ? ଡବା ଉପରେ ଲାଗିଥିବା ଲେବୁଲ୍‌ ମୁତାବକ ଭିତରେ ଥିବା ଜିନିଷ ଠିକ୍‌ ତ? ଲକ୍ଷ୍ମୀସାଗର ହାଉସିଂବୋର୍ଡ କଲୋନି‌‌ ଫେଜ୍‌-୧ରେ ଥିବା ଏକ ଆଜବେଷ୍ଟସ୍‌ ଘରୁ ଆଜି ୨ ହଜାର ଲିଟର (୮୮ଟିଣ) ନକଲି ଘିଅ/ତେଲ ଜବତ ହେବା ପରେ ରାଜଧାନୀବାସୀଙ୍କୁ ଏହି ପ୍ରଶ୍ନ ଏବେ ଦ୍ଵନ୍ଦରେ ପକାଇଛି। ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର … Continue reading ଲକ୍ଷ୍ମୀସାଗରରେ ନକଲି ତେଲ କାରଖାନା, ୨ ହଜାର ଲିଟର ତେଲ ଓ ଘିଅ ଜବତ